Video Song of Dhire dhire chal-Chocolate

Oriya Film Chocolate
Song-Tu Dhire Dhire Chal Re Samaya
Actors-Babushan and Archita

Another song of this film-Gol Janha || Sexy Billy ||
Listen MP3 Songs of This film Here
Lyric-One Stanza of This Song-
ମିଠା ମିଠା ଛୁଆଁ ରେ ଝରେ ମୋତି ଚୁନା ଚୁନା
ଭିଜି ଯାଏ ମନ ମୋର ଆଖି ହୁଏ ଆନମନା
ଇଛା ପୁଣି ଏ ଇ ସ୍ମୃତି ରଖିବି ମୁଁ ସାଇତି
 ଜିଇ ଯିବି କିଛି ଦିନ ଆଉ କିଛି ରାତି
ସ୍ବପ୍ନ କାଳେ ସରି ଯିବ  ଲାଗେ ଭାରି ଭୟ
ତୁ ଧିରେ ଧିରେ ଚାଲ୍ ରେ ସମୟ
ତୁ ଧିରେ ଧିରେ ଚାଲ୍ ରେ ସମୟ ...